***********

***********

🌿ଆୟୁର୍ବେଦ ଚିକିତ୍ସା ଗୃପ🌿




*👉ଏହି କାର୍ଯ୍ୟ କରୁଥିଲେ ମସ୍ତିଷ୍କ ପ୍ରତି ବିପଦ! ଜାଣିରଖନ୍ତୁ👈*


 

*👉ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ଭାବେ ପରିଗଣିତ ହୋଇଥାଏ ମସ୍ତିଷ୍କ । କାରଣ ଏହାର ନିର୍ଦ୍ଦେଶରେ ଶରୀର ସମସ୍ତ ଅଙ୍ଗ କାର୍ଯ୍ୟ କରିଥାଏ। ସୁସ୍ଥ ଜୀବନଯାପନ ପାଇଁ ଏହାକୁ ସୁରକ୍ଷିତ ରହିବା ଆବଶ୍ୟକ। ଏହାସହ ପ୍ରତିଦିନ ଆମେ ଏମିତି କିଛି କାମ କରିଥାଉ ଯାହା ଫଳରେ ଆମ ମସ୍ତିଷ୍କ ଉପରେ ବହୁ କୁପ୍ରଭାବ ପକାଇଥାଏ। ଏପରିକି ବହୁ ସମୟରେ ମସ୍ତିଷ୍କ ନିଷ୍କ୍ରିୟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଦ୍ୱାରା ଆମ ମସ୍ତିଷ୍କ ଉପରେ କୁପ୍ରଭାଵ ପକାଇଥାଏ।*


*👉ସକାଳୁ ଜଳଖିଆ ନ ଖାଇବା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ। ସକାଳେ ଜଳଖିଆ ନଖାଇଲେ ରକ୍ତରେ ଶର୍କରାର ପରିମାଣ କମିଯାଇଥାଏ।*


*👉ଧୁମପାନ କରିବା ଦ୍ବାରା କୋର୍ଟେକ୍ସ ସ୍ତରକୁ କମାଇ ଦେଇଥାଏ ଯାହା ଆମର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।*


*👉ଅଧିକ ସର୍କରା ଜାତୀୟ ଖାଦ୍ୟ ଖାଇଲେ ମସ୍ତିଷ୍କକୁ ଠିକ୍ ଭାବରେ ପୋଷକ ତତ୍ତ୍ୱ ପହଞ୍ଚିପାରେ ନାହିଁ। ଫଳରେ ମସ୍ତିଷ୍କ କୁ-ପୋଷଣର ଶିକାର ହୋଇଥାଏ।*


*👉ଚାଦରରେ ମୁଣ୍ଡକୁ ଘୋଡ଼ାଇ ହୋଇ ଶୋଇବା, ଶରୀର ଅସୁସ୍ଥ ଥିଲେ ଆବଶ୍ୟକତା ଠାରୁ ଅଧିକ କାର୍ଯ୍ୟ କଲେ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।*


*👉ରାତିରେ ଅନିଦ୍ରା ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।*

Report Page