*╭───────────────────╮*

*╭───────────────────╮*

       *🌞ଆଜିର ପଞ୍ଜିକା🌞*

    *🦚ମାଁ ପରମେଶ୍ବରୀ ନମଃ 🦚*

   *ତାରିଖ : ୧୫-୦୩-୨୦୨୨, ମଙ୍ଗଳବାର* 

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*🍁 ମୀନ ସଂକ୍ରାନ୍ତି ସାମାନ୍ୟ ଗୋବିନ୍ଦ ଦ୍ୱାଦଶୀ ସ୍ନାନ🍁*

*ସୌରମାସ- ମୀନ ୧ କଦିନ*

*ମାସ- ଫାଲଗୁନ*

*ପକ୍ଷ- ଶୁକ୍ଳ*

*ଶକାବ୍ଦାଃ -୧୯୪୪*

*ସମ୍ବତ୍ -୨୦୭୯*

*କଳିଯୁଗାଦ୍ଦାଃ-୫୧୨୨*

*ସନ-୧୪୨୯*

*ସମ୍ବତ୍ସରଙ୍କରନାମ-ରାକ୍ଷସ(୪୯*🌿🌿🌿🌿🌿🌿🌿🌿

*☘️ ତିଥି- ଦ୍ବାଦଶୀ ଦିବା୦୧-୧୫ମିଗତେ ତ୍ରୟୋଦଶୀ☘️*

*ଚନ୍ଦ୍ରସ୍ଥିତି- କର୍କଟ ରାତ୍ରି ଘ ୧୧-୩୫ମି ଗତେ ସିଂହ*🌹🌹🌹🌹🌹🌹🌹🌹🌹🌹🌹🌹🌹🌹

*ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ ୧୧-୩୭ମି ଗତେ ମଘା*

🦋🦋🦋🦋🦋🦋🦋🦋🦋🦋🦋

*ଯୋଗ- ସୁକର୍ମା ରାତ୍ରିଘ୩-୪୧ମି ମଧ୍ୟେ*

*କରଣ- ବାଳବ ଦିବାଘ୦୧-୧୯ମି ଗତେ କୈଳବ*

*ସୁର୍ୟୋଦୟ-ପ୍ରାତଃ ଘ୦୫-୫୫-୩୦*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୫୫-୪୪*

🦋🦋🦋🦋🦋🦋🦋🦋🦋🦋🦋

*ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି ରାତ୍ରି ଘ ୧୧-୩୫ମି ଗତେ ମେଷ ମିଥୁନ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କର୍କଟ ମକର ରାଶିର ଘାତ ଚନ୍ଦ୍ର*🎋🎋🎋🎋🎋🎋🎋🐘🐘🐘🐘🐘🐘🐘🐘

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

         *📞ସମ୍ପର୍କ ସୂତ୍ର :-*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ନାମ : ଜ୍ୟୋତିର୍ବିଦ ଅମ୍ବରିଶ ଚନ୍ଦ ।*

*ଗ୍ରାମ : ଭୂତିଆପାଲି*

*ବ୍ଳକ୍ : ବୀରମହାରାଜପୁର*

*ଜିଲ୍ଲା : ସୋନପୁର*

*📲ମୋ :- ୮୩୩୭୯୯୩୪୫୬📲*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ଯୋଗିନୀ - ନୈଋତ ରେ ଦିବାଘ ୦୧-୧୫ମି ଗତେ ଦକ୍ଷିଣ କୋଣରେ ଯାତ୍ରା ନିଷେଧ*

*ଦ୍ବାଦଶୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* 

*ନକ୍ଷତ୍ରଶୁଦ୍ଧି- ୧/୨/୪/୬/୮/୧୦/୧୧/୧୩/୧୫/୧୬/୧୯/୨୦/୨୨/୨୪/୨୬ରାତ୍ରି ଘ୧୧-୩୪ମି ଗତେ ୨/୩/୫/୭/୯/୧୧/୧୨/୧୪/୧୬/୧୮/୨୦/୨୧/୨୩/୨୫/୨୭ ନକ୍ଷତ୍ର ଜାତ ବ୍ୟକ୍ତି ମାନଙ୍କର*

💠💠💠💠💠💠💠💠💠💠💠

*ପୁଷ୍କର ଦୋଷ:*ଦିବା ଘ୦୧-୧୯ମି ପର୍ଯ୍ୟନ୍ତ ୨ପାଦ(ବାର ଓତିଥି ଦୋଷ) ଥିବାରୁ ଭୂମି ଓ ଅନ୍ନ ଦାନ କରଣୀୟ ତା ପରେ ୧ପାଦ(ବାର ଦୋଷ) ଥିବାରୁ ଭୂମି ଦାନ କରଣୀୟ*💠💠💠💠💠💠

*ନିଷିଦ୍ଧ ଖାଦ୍ୟ- ପୋଇ ଶାଗ ଦିବା ଘ ୦୧-୧୯ମି ଗତେ ବାଇଗଣ ନିଷେଧ ||*

💠💠💠💠💠💠💠💠💠💠💠

*କାଳବେଳ। -ଦିବା ଘ୦୧-୨୫ମିଗତେ ୦୨-୫୨ମି ମଧ୍ୟେ*

*ବାରବେଳା- ଦିବା୦୭-୨୮ମି ଗତେ ଘ୦୮-୫୧ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ଅମୃତ ବେଳ।-ଦିବା ଘ‌‌‌ ୦୮-୨୫ମି ଗତେ ଘ ୧୦-୪୫ମିମଧ୍ୟେ ଘ ୦୧-୦୪ମି ଗତେ ଘ ୦୨-୪୦ମି ମଧ୍ୟେ ଘ ୦୩-୨୭ମି ଗତେ ଘ ୦୫-୦୨ମି ମଧ୍ୟେ ରାତ୍ରିଘ ୦୯-୧୦ମିଗତେ ଘ ୧୧-୩୩ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ମାହେନ୍ଦ୍ର ବେଳା*

💠💠💠💠💠💠💠💠💠💠💠

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•       *🎡ଆଜିର ରାଶିଫଳ🎡*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


*🐐ମେଷ (ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଅ) :*


*🐂ବୃଷ (ଇ, ଉ, ଏ, ଓ, ବା, ବି, ବୁ, ବେ, ବୋ) :*


*👫ମିଥୁନ (କା, କି, କୁ, ଘ, ଚ, ଛ, କେ, କୋ, ହା) :*


*🦀 କର୍କଟ (ହି, ହୁ, ହେ, ହୋ, ଡ଼, ଡି, ଡୁ, ଡେ, ଡୋ ) :*


*🦁 ସିଂହ (ମା, ମି, ମୁଁ, ମେ, ମୋ, ଟା, ଟି, ଟୁ, ଟେ) :*


*👩 କନ୍ୟା (ଟୋ, ପା, ପି, ପୁ, ଷ, ଣ, ଠ, ପେ, ପୋ) :*


*⚖️ ତୁଳା (ରା, ରି, ରୁ, ରେ, ରୋ, ତା, ତି, ତୁ, ତେ) :*


*🦂 ବିଛା: (ତୋ, ନା, ନି, ନୁ, ନେ, ନୋ, ୟା, ୟୀ, ୟୁ) :*


*🏹ଧନୁ (ୟେ, ୟୋ, ଭ, ଭୀ, ଭୁ, ଧ, ଫା, ଧା, ଭେ) :*


*🐊 ମକର ( ଭେ, ଜା, ଜୀ, ଖି, ଖୁ, ଖା, ଖୋ, ଗା, ଗି ) :*


*🍯 କୁମ୍ଭ ( ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ) :*


*🐳 ମୀନ ( ଦି, ଦୁ, ଥ, ଝ, ଦେ, ଦୋ, ଚା, ଚି ) :*


•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

🪶🪶🪶🪶🪶🪶🪶🪶🪶🪶🪶

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•



Report Page