*╭───────────────────╮*

*╭───────────────────╮*

       *🌞ଆଜିର ପଞ୍ଜିକା🌞*

    *🦚ମାଁ ପରମେଶ୍ବରୀ ନମଃ 🦚*

   *ତାରିଖ : ୨୭-୦୨-୨୦୨୨, ରବିବାର* 

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*🍁 ପଙ୍କୋଦ୍ଧାର ଏକାଦଶୀ🌿 ପଞ୍ଚଗ୍ରହକୂଟ ଆରମ୍ଭ🍁*

*ସୌରମାସ- କୁମ୍ଭ ୧୫ କଦିନ*

*ମାସ- ଫାଲଗୁନ*

*ପକ୍ଷ- କୃଷ୍ଣ*

*ଶକାବ୍ଦାଃ -୧୯୪୩*

*ସମ୍ବତ୍ -୨୦୭୮*

*କଳିଯୁଗାଦ୍ଦାଃ-୫୧୨୨*

*ସନ-୧୪୨୯*

*ସମ୍ବତ୍ସରଙ୍କରନାମ-ରାକ୍ଷସ(୪୯*🌿🌿🌿🌿🌿🌿🌿🌿

*☘️ ତିଥି- ଏକାଦଶୀ ଦିବା ୦୮-୧୮ମିଗତେ ଦ୍ବାଦଶୀ☘️*

*ଚନ୍ଦ୍ରସ୍ଥିତି- ଧନୁ ଦିବା ଘ ୦୨-୨୪ମି ଗତେ ମକର*🌹🌹🌹🌹🌹🌹🌹🌹🌹🌹🌹🌹🌹🌹

*ନକ୍ଷତ୍ର- ପୂ,ଷାଢା ଦିବା ଘ ୦୮-୫୨ମି ଗତେ ଉ,ଷାଢା*

🦋🦋🦋🦋🦋🦋🦋🦋🦋🦋🦋

*ଯୋଗ- ବ୍ୟତିପାତ ସଂଘ୫-୩୮ମି ମଧ୍ୟେ*

*କରଣ- ବାଳବ ଦିବାଘ.୦୮-୧୨ମି ଗତେ କୈଳବ*

*ସୁର୍ୟୋଦୟ-ପ୍ରାତଃ ଘ୦୬-୦୯-୩୦*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୪୯-୪୪*

🦋🦋🦋🦋🦋🦋🦋🦋🦋🦋🦋

*ଚନ୍ଦ୍ର ଶୁଦ୍ଧି-  ମିଥୁନ କର୍କଟ କନ୍ୟା ଧନୁ ମକର ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର ଦିବା ଘ୦୨-୨୪ମିଗତେ ମେଷ କର୍କଟ ତୁଳା ବିଛା ମକର କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ସିଂହ ରାଶିର ଘାତ ଚନ୍ଦ୍ର*🎋🎋🎋🎋🎋🎋🎋🐘🐘🐘🐘🐘🐘🐘🐘

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

         *📞ସମ୍ପର୍କ ସୂତ୍ର :-*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ନାମ : ଜ୍ୟୋତିର୍ବିଦ ଅମ୍ବରିଶ ଚନ୍ଦ ।*

*ଗ୍ରାମ : ଭୂତିଆପାଲି*

*ବ୍ଳକ୍ : ବୀରମହାରାଜପୁର*

*ଜିଲ୍ଲା : ସୋନପୁର*

*📲ମୋ :- ୮୩୩୭୯୯୩୪୫୬📲*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ଯୋଗିନୀ - ଆଗ୍ନେୟ ରେ ଦିବା ଘ ୦୮-୧୩ମି ଗତେ ନୈଋତ କୋଣରେ ଯାତ୍ରା ନିଷେଧ*

*ଦ୍ବାଦଶୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* 

*ନକ୍ଷତ୍ରଶୁଦ୍ଧି- ୧/୩/୪/୬/୮/୧୦/୧୨/୧୩/୧୫/୧୭/୧୯/୨୧/୨୨/୨୪/୨୬ଦିବା ଘ ୦୮-୫୯ମିଗତେ ୨/୪/୫/୭/୯/୧୧/୧୩/୧୪/୧୬/୧୮/୨୦/୨୨/୨୩/୨୫/୨୭ନକ୍ଷତ୍ର ଜାତ ବ୍ୟକ୍ତି ମାନଙ୍କର*

💠💠💠💠💠💠💠💠💠💠💠

*ପୁଷ୍କର ଦୋଷ:ଦିବା ଘ୦୮-୧୪ମି ପର୍ଯ୍ୟନ୍ତ ୧ପାଦ (ବାର ଦୋଷ) ଥିବାରୁ ଭୂମି ଦାନ କରଣୀୟ ତାପରେ ୩ପାଦ(ବାର, ତିଥି, ନକ୍ଷତ୍ର) ଦୋଷ ଥିବାରୁ ଭୂମି ଅନ୍ନ ଓ ତିଳକାଞ୍ଚନ ଦାନ କରଣୀୟ*

💠💠💠💠💠💠💠💠💠💠💠

*ନିଷିଦ୍ଧ ଖାଦ୍ୟ- ସିମ୍ବ ଦିବା ଘ ୦୮-୧୪ମି ଗତେ ଆମିଷ ନିଷେଧ ||*

💠💠💠💠💠💠💠💠💠💠💠

*କାଳବେଳ। -ଦିବା ଘ,୧୨-୦୪ମିଗତେ ଘ୦୧-୨୩ମି ମଧ୍ୟେ*

*ବାରବେଳା- ଦିବା୧୦-୩୩ମି ଗତେ ଘ୧୨-୦୫ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ଅମୃତ ବେଳ।- ଦିବା ଘ‌‌‌ ୦୬-୫୪ମି ଗତେ ଘ ୧୦-୦୩ମିମଧ୍ୟେ ରାତ୍ରିଘ‌‌‌ ୦୭-୩୦ମି ଗତେ ଘ୦୯-୦୮ମି ମଧ୍ୟେ ଘ ୦୧-୧୩ମି ଗତେ ଘ୦୧-୫୮ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ମାହେନ୍ଦ୍ର ବେଳା*

💠💠💠💠💠💠💠💠💠💠💠

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•       *🎡ଆଜିର ରାଶିଫଳ🎡*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


*🐐ମେଷ (ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଅ) : ସେବାପୂଜା*


*🐂ବୃଷ (ଇ, ଉ, ଏ, ଓ, ବା, ବି, ବୁ, ବେ, ବୋ) : ଦେହପିଡା*


*👫ମିଥୁନ (କା, କି, କୁ, ଘ, ଚ, ଛ, କେ, କୋ, ହା) : ସୁଖସମ୍ଭୋଗ*


*🦀 କର୍କଟ (ହି, ହୁ, ହେ, ହୋ, ଡ଼, ଡି, ଡୁ, ଡେ, ଡୋ ) : ଶତୃହାନି*


*🦁 ସିଂହ (ମା, ମି, ମୁଁ, ମେ, ମୋ, ଟା, ଟି, ଟୁ, ଟେ) : ଆଲୋଚନା*


*👩 କନ୍ୟା (ଟୋ, ପା, ପି, ପୁ, ଷ, ଣ, ଠ, ପେ, ପୋ) : ପ୍ରତିରୋଧ*


*⚖️ ତୁଳା (ରା, ରି, ରୁ, ରେ, ରୋ, ତା, ତି, ତୁ, ତେ) : ପରାୟଜ*


*🦂 ବିଛା: (ତୋ, ନା, ନି, ନୁ, ନେ, ନୋ, ୟା, ୟୀ, ୟୁ) :ନିରବଚିନ୍ତା*


*🏹ଧନୁ (ୟେ, ୟୋ, ଭ, ଭୀ, ଭୁ, ଧ, ଫା, ଧା, ଭେ) : ଶ୍ରୀ ଚନ୍ଦ୍ର*


*🐊 ମକର ( ଭେ, ଜା, ଜୀ, ଖି, ଖୁ, ଖା, ଖୋ, ଗା, ଗି ) : ବ୍ୟୟବୁଦ୍ଧି*


*🍯 କୁମ୍ଭ ( ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ) : ଘାତ ଚନ୍ଦ୍ର*


*🐳 ମୀନ ( ଦି, ଦୁ, ଥ, ଝ, ଦେ, ଦୋ, ଚା, ଚି ) : ପରାଧୀନ*


•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

🪶🪶🪶🪶🪶🪶🪶🪶🪶🪶🪶

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•



Report Page