*╭───────────────────╮*

*╭───────────────────╮*

       *🌞ଆଜିର ପଞ୍ଜିକା🌞*

    *🦚ମାଁ ପରମେଶ୍ବରୀ ନମଃ 🦚*

   *ତାରିଖ : ୨୦-୦୨-୨୦୨୨, ରବିବାର* 

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*🍁🍁*

*ସୌରମାସ- କୁମ୍ଭ ୮ କଦିନ*

*ମାସ- ଫାଲଗୁନ*

*ପକ୍ଷ- କୃଷ୍ଣ*

*ଶକାବ୍ଦାଃ -୧୯୪୩*

*ସମ୍ବତ୍ -୨୦୭୮*

*କଳିଯୁଗାଦ୍ଦାଃ-୫୧୨୨*

*ସନ-୧୪୨୯*

*ସମ୍ବତ୍ସରଙ୍କରନାମ-ରାକ୍ଷସ(୪୯*🌿🌿🌿🌿🌿🌿🌿🌿

*☘️ ତିଥି- ଚତୁର୍ଥୀ ରାତ୍ରି ୦୯-୦୦ମିଗତେ ପଞ୍ଚମୀ☘️*

*ଚନ୍ଦ୍ରସ୍ଥିତି- କନ୍ୟା ରାତ୍ରି ଘ ୦୪-୨୮ମି ଗତେ ତୁଳା*🌹🌹🌹🌹🌹🌹🌹🌹🌹🌹🌹🌹🌹🌹

*ନକ୍ଷତ୍ର- ହସ୍ତା ଦିବା ଘ ୦୪-୪୨ମି ଗତେ ଚିତ୍ରା*

🦋🦋🦋🦋🦋🦋🦋🦋🦋🦋🦋

*ଯୋଗ- ଶୂଳ ଦିବାଘ୦୩-୦୮ମି ମଧ୍ୟେ*

*କରଣ- ବବ ଦିବାଘ.୦୯-୩୦ମି ଗତେ ବାଳବ*

*ସୁର୍ୟୋଦୟ-ପ୍ରାତଃ ଘ୦୬-୧୩-୩୦*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୪୯-୪୪*

🦋🦋🦋🦋🦋🦋🦋🦋🦋🦋🦋

*ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ କନ୍ୟା ତୁଳା ବିଛା ଧନୁ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବୃଷ ରାଶିର ଘାତ ଚନ୍ଦ୍ର ରାତ୍ରି ଘ ୦୪-୨୮ମିଗତେ ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି*🎋🎋🎋🎋🎋🎋🎋🐘🐘🐘🐘🐘🐘🐘🐘

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

         *📞ସମ୍ପର୍କ ସୂତ୍ର :-*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ନାମ : ଜ୍ୟୋତିର୍ବିଦ ଅମ୍ବରିଶ ଚନ୍ଦ ।*

*ଗ୍ରାମ : ଭୂତିଆପାଲି*

*ବ୍ଳକ୍ : ବୀରମହାରାଜପୁର*

*ଜିଲ୍ଲା : ସୋନପୁର*

*📲ମୋ :- ୮୩୩୭୯୯୩୪୫୬📲*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ଯୋଗିନୀ - ନୈଊତରେ ରାତ୍ରି ଘ ୦୯-୦୧ମି ଗତେ ଦକ୍ଷିଣ କୋଣରେ ଯାତ୍ରା ନିଷେଧ*

*ଚତୁର୍ଥୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* 

*ନକ୍ଷତ୍ରଶୁଦ୍ଧି- ୧/୩/୫/୬/୮/୧୦/୧୨/୧୪/୧୫/୧୭/୧୯/୨୧/୨୩/୨୪/୨୬ଦିବା ଘ ୦୪-୩୪ମି ଗତେ ୨/୪/୬/୭/୯/୧୧/୧୩/୧୫/୧୬/୧୮/୨୦/୨୨/୨୪/୨୫ନକ୍ଷତ୍ର ଜାତ ବ୍ୟକ୍ତି ମାନଙ୍କର*

💠💠💠💠💠💠💠💠💠💠💠

*ପୁଷ୍କର ଦୋଷ: ଦିବା ୧ପାଦ(ବାର) ଦୋଷ ଥିବାରୁ ଭୂମିଦାନକରଣୀୟ*

💠💠💠💠💠💠💠💠💠💠💠

*ନିଷିଦ୍ଧ ଖାଦ୍ୟ- ମୂଳା ରାତ୍ରି ଘ ୦୯-୦୭ମି ଗତେ ପଣସ ନିଷେଧ ||*

💠💠💠💠💠💠💠💠💠💠💠

*କାଳବେଳ। -ଦିବା ଘ,୧୨-୦୨ମିଗତେ ଘ୦୧-୩୪ମି ମଧ୍ୟେ*

*ବାରବେଳା- ଦିବା୧୦-୩୩ମି ଗତେ ଘ୧୨-୦୫ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ଅମୃତ ବେଳ।- ଦିବା ଘ‌‌‌ ୦୭-୦୦ମି ଗତେ ଘ ୧୦-୦୦ମିମଧ୍ୟେ ରାତ୍ରିଘ୦୭-୨୫ମି ଗତେ ଘ୦୯-୦୮ମି ମଧ୍ୟେ ଘ‌‌‌ ୧୨-୨୪ମି ଗତେ ଘ୦୨-୦୮ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ମାହେନ୍ଦ୍ର ବେଳା*

💠💠💠💠💠💠💠💠💠💠💠

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•       *🎡ଆଜିର ରାଶିଫଳ🎡*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


*🐐ମେଷ (ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଅ) : ଗର୍ବ ଭାବ*


*🐂ବୃଷ (ଇ, ଉ, ଏ, ଓ, ବା, ବି, ବୁ, ବେ, ବୋ) : ସୁଖ ସମ୍ମାନ*


*👫ମିଥୁନ (କା, କି, କୁ, ଘ, ଚ, ଛ, କେ, କୋ, ହା) : ମାନମତାନ୍ତର*


*🦀 କର୍କଟ (ହି, ହୁ, ହେ, ହୋ, ଡ଼, ଡି, ଡୁ, ଡେ, ଡୋ ) : କାର୍ଯ୍ୟ ସଫଳ*


*🦁 ସିଂହ (ମା, ମି, ମୁଁ, ମେ, ମୋ, ଟା, ଟି, ଟୁ, ଟେ) : ଲୋକସମ୍ପର୍କ*


*👩 କନ୍ୟା (ଟୋ, ପା, ପି, ପୁ, ଷ, ଣ, ଠ, ପେ, ପୋ) : ସୁଖସମୃଦ୍ଧି*


*⚖️ ତୁଳା (ରା, ରି, ରୁ, ରେ, ରୋ, ତା, ତି, ତୁ, ତେ) : ପଥରୋଧ*


*🦂 ବିଛା: (ତୋ, ନା, ନି, ନୁ, ନେ, ନୋ, ୟା, ୟୀ, ୟୁ) : ନିରୁତ୍ସାହି*


*🏹ଧନୁ (ୟେ, ୟୋ, ଭ, ଭୀ, ଭୁ, ଧ, ଫା, ଧା, ଭେ) : ସୁଖସମ୍ମାନ*


*🐊 ମକର ( ଭେ, ଜା, ଜୀ, ଖି, ଖୁ, ଖା, ଖୋ, ଗା, ଗି ) : ପ୍ରତିବାଦ*


*🍯 କୁମ୍ଭ ( ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ) : ଉଚ୍ଚ ସମ୍ମାନ*


*🐳 ମୀନ ( ଦି, ଦୁ, ଥ, ଝ, ଦେ, ଦୋ, ଚା, ଚି ) : ଶ୍ରୀ ଚନ୍ଦ୍ର*


•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

🪶🪶🪶🪶🪶🪶🪶🪶🪶🪶🪶

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•



Report Page