*╭───────────────────╮*

*╭───────────────────╮*

       *🌞ଆଜିର ପଞ୍ଜିକା🌞*

    *🦚ମାଁ ପରମେଶ୍ବରୀ ନମଃ 🦚*

   *ତାରିଖ : ୧୫-୦୨-୨୦୨୨, ମଙ୍ଗଳବାର* 

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*🍁 🍁*

*ସୌରମାସ- କୁମ୍ଭ ୩ କଦିନ*

*ମାସ-ମାଘ*

*ପକ୍ଷ- ଶୁକ୍ଳ*

*ଶକାବ୍ଦାଃ -୧୯୪୩*

*ସମ୍ବତ୍ -୨୦୭୮*

*କଳିଯୁଗାଦ୍ଦାଃ-୫୧୨୨*

*ସନ-୧୪୨୯*

*ସମ୍ବତ୍ସରଙ୍କରନାମ-ରାକ୍ଷସ(୪୯*🌿🌿🌿🌿🌿🌿🌿🌿

*☘️ ତିଥି- ଚତୁର୍ଦ୍ଦଶୀ ରାତ୍ରି ୦୯-୪୩ମିଗତେ ପୂର୍ଣ୍ଣିମା☘️*

*ଚନ୍ଦ୍ରସ୍ଥିତି- କର୍କଟ ଚନ୍ଦ୍ର ଅହୋରାତ୍ର ଦ୬୦ଣ୍ଡ*🌹🌹🌹🌹🌹🌹🌹🌹🌹🌹🌹🌹🌹🌹

*ନକ୍ଷତ୍ର- ପୁଷ୍ୟା ଦିବା ଘ ୦୧-୪୨ମି ଗତେ ଅଶ୍ଳେଷା*

🦋🦋🦋🦋🦋🦋🦋🦋🦋🦋🦋

*ଯୋଗ- ସୋଭାଗ୍ୟ ରାତ୍ରିଘ୦୯-୨୦ମି ମଧ୍ୟେ*

*କରଣ- ଗର ଦିବାଘ.୦୯-୧୨ମି ଗତେ ବାଣିଜ୍ୟ*

*ସୁର୍ୟୋଦୟ-ପ୍ରାତଃ ଘ୦୬-୧୭-୩୦*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୪୫-୪୪*

🦋🦋🦋🦋🦋🦋🦋🦋🦋🦋🦋

*ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି*🎋🎋🎋🎋🎋🎋🎋🐘🐘🐘🐘🐘🐘🐘🐘

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

         *📞ସମ୍ପର୍କ ସୂତ୍ର :-*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ନାମ : ଜ୍ୟୋତିର୍ବିଦ ଅମ୍ବରିଶ ଚନ୍ଦ ।*

*ଗ୍ରାମ : ଭୂତିଆପାଲି*

*ବ୍ଳକ୍ : ବୀରମହାରାଜପୁର*

*ଜିଲ୍ଲା : ସୋନପୁର*

*📲ମୋ :- ୮୩୩୭୯୯୩୪୫୬📲*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ଯୋଗିନୀ - ପଶ୍ଚିମରେ ରାତ୍ରି ଘ ୦୮-୪୧ମି ଗତେ ବାୟବ୍ୟ କୋଣରେ ଯାତ୍ରା ନିଷେଧ*

*ଚତୁର୍ଦ୍ଦଶୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* 

*ନକ୍ଷତ୍ରଶୁଦ୍ଧି- ୧/୩/୫/୭/୯/୧୦/୧୨/୧୪/୧୬/୧୮/୧୯/୨୧/୨୩/୨୫/୨୭ଦିବା ଘ ୦୧-୪୮ମି ଗତେ ୧/୨/୪/୬/୮/୧୦/୧୧/୧୩/୧୫/୧୭/୧୯/୨୦/୨୨/୨୪/୨୬ନକ୍ଷତ୍ର ଜାତ ବ୍ୟକ୍ତି ମାନଙ୍କର*

💠💠💠💠💠💠💠💠💠💠💠

*ପୁଷ୍କର ଦୋଷ: ୧ପାଦ( ବାର) ଦୋଷ ଥିବାରୁ ଭୂମି ଦାନ କରଣୀୟ*

💠💠💠💠💠💠💠💠💠💠💠

*ନିଷିଦ୍ଧ ଖାଦ୍ୟ- ବିରି ରାତ୍ରି ଘ ୦୯-୩୭ମି ଗତେ ଆମିଷ ଭକ୍ଷଣ ନିଷେଧ ||*

💠💠💠💠💠💠💠💠💠💠💠

*କାଳବେଳ। -ଦିବା ଘ,୦୧-୨୨ମିଗତେ ଘ୦୨-୫୪ମି ମଧ୍ୟେ*

*ବାରବେଳା- ଦିବା୦୭-୪୮ମି ଗତେ ଘ୦୯-୦୮ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ଅମୃତ ବେଳ।- ଦିବା ଘ୦୮-୩୦ମି ମଧ୍ୟେ ଘ‌‌‌ ୧୦-୫୮ମି ମଧ୍ୟେ ଘ ୦୧-୧୦ମି ଗତେ ଘ ୦୨-୪୩ମି ମଧ୍ୟେ ରାତ୍ରିଘ୦୬-୩୫ମି ଗତେ ଘ୦୯-୦୮ମି ମଧ୍ୟେ ଘ ୧୧-୩୫ଗତେ ଘ ୦୨-୪୫ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ମାହେନ୍ଦ୍ର ବେଳା*

💠💠💠💠💠💠💠💠💠💠💠

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

       *🎡ଆଜିର ରାଶିଫଳ🎡*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


*🐐ମେଷ (ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଅ) : ଆଲୋଚନା*


*🐂ବୃଷ (ଇ, ଉ, ଏ, ଓ, ବା, ବି, ବୁ, ବେ, ବୋ) : ପ୍ରତିବାଦ*


*👫ମିଥୁନ (କା, କି, କୁ, ଘ, ଚ, ଛ, କେ, କୋ, ହା) : କ୍ଷୟକ୍ଷତି*


*🦀 କର୍କଟ (ହି, ହୁ, ହେ, ହୋ, ଡ଼, ଡି, ଡୁ, ଡେ, ଡୋ ) : ଆତ୍ମସନ୍ତୋଷ*


*🦁 ସିଂହ (ମା, ମି, ମୁଁ, ମେ, ମୋ, ଟା, ଟି, ଟୁ, ଟେ) : ବ୍ୟୟ ବୃଦ୍ଧି*


*👩 କନ୍ୟା (ଟୋ, ପା, ପି, ପୁ, ଷ, ଣ, ଠ, ପେ, ପୋ) :ଧନସମ୍ମାନ*


*⚖️ ତୁଳା (ରା, ରି, ରୁ, ରେ, ରୋ, ତା, ତି, ତୁ, ତେ) : ପ୍ରସନ୍ନଭାବ*


*🦂 ବିଛା: (ତୋ, ନା, ନି, ନୁ, ନେ, ନୋ, ୟା, ୟୀ, ୟୁ) : ଦେବଦର୍ଶନ*


*🏹ଧନୁ (ୟେ, ୟୋ, ଭ, ଭୀ, ଭୁ, ଧ, ଫା, ଧା, ଭେ) : ଆଳସ୍ୟ*


*🐊 ମକର ( ଭେ, ଜା, ଜୀ, ଖି, ଖୁ, ଖା, ଖୋ, ଗା, ଗି ) : ଦୁଃଖ*


*🍯 କୁମ୍ଭ ( ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ) : ସୁଖ ସମ୍ବାଦ ପ୍ରାପ୍ତି*


*🐳 ମୀନ ( ଦି, ଦୁ, ଥ, ଝ, ଦେ, ଦୋ, ଚା, ଚି ) : ଆଲୋଚନା*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

🪶🪶🪶🪶🪶🪶🪶🪶🪶🪶🪶

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•



Report Page