*╭───────────────────╮*

*╭───────────────────╮*

       *🌞ଆଜିର ପଞ୍ଜିକା🌞*

    *🦚ମାଁ ପରମେଶ୍ବରୀ ନମଃ 🦚*

   *ତାରିଖ : ୧୩-୦୨-୨୦୨୨, ରବିବାର* 

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*🍁 କୁମ୍ଭ ସଂକ୍ରାନ୍ତି,ବରାହ ଦ୍ଵାଦଶୀ🍁*

*ସୌରମାସ- କୁମ୍ଭ ୧ କଦିନ*

*ମାସ-ମାଘ*

*ପକ୍ଷ- ଶୁକ୍ଳ*

*ଶକାବ୍ଦାଃ -୧୯୪୩*

*ସମ୍ବତ୍ -୨୦୭୮*

*କଳିଯୁଗାଦ୍ଦାଃ-୫୧୨୨*

*ସନ-୧୪୨୯*

*ସମ୍ବତ୍ସରଙ୍କରନାମ-ରାକ୍ଷସ(୪୯*🌿🌿🌿🌿🌿🌿🌿🌿

*☘️ ତିଥି- ଦ୍ବାଦଶୀ ସଂ ୦୬-୪୪ମିଗତେ ତ୍ରୟୋଦଶୀ ☘️*

*ଚନ୍ଦ୍ରସ୍ଥିତି- ମିଥୁନ ନିଃ ଘ,୦୫-୨୨ମି ଗତେ କର୍କଟ*🌹🌹🌹🌹🌹🌹🌹🌹🌹🌹🌹🌹🌹🌹

*ନକ୍ଷତ୍ର- ଆର୍ଦ୍ରା ଦିବା ଘ ୦୯-୨୨ମି ଗତେ ପୁନର୍ବସୁ*

🦋🦋🦋🦋🦋🦋🦋🦋🦋🦋🦋

*ଯୋଗ- ପ୍ରୀତି ରାତ୍ରିଘ୦୯-୨୦ମି ମଧ୍ୟେ*

*କରଣ- ବବ ପ୍ରାତଃଘ.୦୬-୩୪ମି ଗତେ ବାଳବ*

*ସୁର୍ୟୋଦୟ-ପ୍ରାତଃ ଘ୦୬-୧୭-୩୦*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୪୫-୪୪*

🦋🦋🦋🦋🦋🦋🦋🦋🦋🦋🦋

*ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ମିଥୁନ ସିଂହ ତୁଳା ଧନୁ ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର||ନିଶାନ୍ତ ଘ ୦୫-୨୨ମି ଗତେ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି*🎋🎋🎋🎋🎋🎋🎋🐘🐘🐘🐘🐘🐘🐘🐘

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

         *📞ସମ୍ପର୍କ ସୂତ୍ର :-*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ନାମ : ଜ୍ୟୋତିର୍ବିଦ ଅମ୍ବରିଶ ଚନ୍ଦ ।*

*ଗ୍ରାମ : ଭୂତିଆପାଲି*

*ବ୍ଳକ୍ : ବୀରମହାରାଜପୁର*

*ଜିଲ୍ଲା : ସୋନପୁର*

*📲ମୋ :- ୮୩୩୭୯୯୩୪୫୬📲*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

*ଯୋଗିନୀ - ନୈଋତରେ ସଂନ୍ଧ୍ୟା ଘ ୦୬-୩୧ମି ଗତେ ଦକ୍ଷିଣ କୋଣରେ ଯାତ୍ରା ନିଷେଧ*

*ଦ୍ବାଦଶୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* 

*ନକ୍ଷତ୍ରଶୁଦ୍ଧି- ୧/୩/୫/୭/୮/୧୦/୧୨/୧୪/୧୬/୧୭/୧୯/୨୧/୨୩/୨୫/୨୬ଦିବା ଘ ୦୯-୨୯ମି ଗତେ୨/୪/୬/୮/୯/୧୧/୧୩/୧୫/୧୭/୧୮/୨୦/୨୨/୨୪/୨୬/୨୭ନକ୍ଷତ୍ର ଜାତ ବ୍ୟକ୍ତି ମାନଙ୍କର*

💠💠💠💠💠💠💠💠💠💠💠

*ପୁଷ୍କର ଦୋଷ: ଦିବା ଘ‌‌‌ ୦୯-୨୨ମି ପର୍ଯ୍ୟନ୍ତ ୨ପାଦ(ଵାର ଓ ତିଥିଦୋଷ) ଥିବାରୁ ଭୂମି ଓ ଅନ୍ନଦାନ କରଣୀୟ ତାପରେ ସଂନ୍ଧ୍ୟା ଘ୦୬-୪୪ମି ପର୍ଯ୍ୟନ୍ତ୩ପାଦ(ବାର ତିଥି ନକ୍ଷତ୍ର) ଦୋଷ ଥିବାରୁ ଭୂମି ଓ ଅନ୍ନ ତିଳକାଞ୍ଚନଦାନ କରଣୀୟ ତାପରେ ୨ପାଦ(ବାର ଓ ନକ୍ଷତ୍ର) ଦୋଷ ଥିବାରୁ ଭୂମି ତିଳକାଞ୍ଚନ ଦାନ କରଣୀୟ*

💠💠💠💠💠💠💠💠💠💠💠

*ନିଷିଦ୍ଧ ଖାଦ୍ୟ- ପୋଇଶାଶ ଦିବା ଘ ୦୫-୩୭ମି ଗତେ ବାଇଗଣ ଭକ୍ଷଣ ନିଷେଧ ||*

💠💠💠💠💠💠💠💠💠💠💠

*କାଳବେଳ। -ଦିବା ଘ,୧୨-୦୨ମିଗତେ ଘ୦୧-୩୪ମି ମଧ୍ୟେ*

*ବାରବେଳା- ଦିବା୧୦-୩୮ମି ଗତେ ଘ୧୨-୦୮ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ଅମୃତ ବେଳ।- ଦିବା ଘ ୦୭-୦୮ମି ଗତେ ୧୦-୦୧ମି ମଧ୍ୟେ ରାତ୍ରିଘ୦୭-୨୫ମି ଗତେ ଘ୦୯-୦୮ମି ମଧ୍ୟେ ଘ ୧୨-୨୫ଗତେ ଘ ୦୩-୪୫ମି ମଧ୍ୟେ*

💠💠💠💠💠💠💠💠💠💠💠

*ବିଶୁଦ୍ଧ ମାହେନ୍ଦ୍ର ବେଳା*

💠💠💠💠💠💠💠💠💠💠💠

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

       *🎡ଆଜିର ରାଶିଫଳ🎡*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


*🐐ମେଷ (ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଅ) : କଳହଯୋଗ*


*🐂ବୃଷ (ଇ, ଉ, ଏ, ଓ, ବା, ବି, ବୁ, ବେ, ବୋ) : ପ୍ରାଧାନ୍ୟ*


*👫ମିଥୁନ (କା, କି, କୁ, ଘ, ଚ, ଛ, କେ, କୋ, ହା) :ଆକୁଳିତ*


*🦀 କର୍କଟ (ହି, ହୁ, ହେ, ହୋ, ଡ଼, ଡି, ଡୁ, ଡେ, ଡୋ ) : ଶ୍ରୀ ଚନ୍ଦ୍ର*


*🦁 ସିଂହ (ମା, ମି, ମୁଁ, ମେ, ମୋ, ଟା, ଟି, ଟୁ, ଟେ) : ବ୍ୟୟ ବୃଦ୍ଧ*


*👩 କନ୍ୟା (ଟୋ, ପା, ପି, ପୁ, ଷ, ଣ, ଠ, ପେ, ପୋ) : ଆୟଯୋଗ*


*⚖️ ତୁଳା (ରା, ରି, ରୁ, ରେ, ରୋ, ତା, ତି, ତୁ, ତେ) : ପ୍ରସନ୍ନଭାବ*


*🦂 ବିଛା: (ତୋ, ନା, ନି, ନୁ, ନେ, ନୋ, ୟା, ୟୀ, ୟୁ) : ଦେବଦର୍ଶନ*


*🏹ଧନୁ (ୟେ, ୟୋ, ଭ, ଭୀ, ଭୁ, ଧ, ଫା, ଧା, ଭେ) : ସହଯୋଗ*


*🐊 ମକର ( ଭେ, ଜା, ଜୀ, ଖି, ଖୁ, ଖା, ଖୋ, ଗା, ଗି ) : ବନ୍ଧୁ ମିଳନ*


*🍯 କୁମ୍ଭ ( ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ) : ପରାମର୍ଶ*


*🐳 ମୀନ ( ଦି, ଦୁ, ଥ, ଝ, ଦେ, ଦୋ, ଚା, ଚି ) : ପରାମର୍ଶ*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

🪶🪶🪶🪶🪶🪶🪶🪶🪶🪶🪶

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈•



Report Page